ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ।

0 561

ପାରଳାଖେମୁଣ୍ଡି,ତା-୨୫/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫୨୦୦, ଚିକିତ୍ସିତ ସଂଖ୍ୟା ୮୬୫୦, ମୃତ ସଂଖ୍ୟା ୧୩୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦୯, ସୁସ୍ଥ ସଂଖ୍ୟା ୫୯୦,ଚିକିତ୍ସିତ ସଂଖ୍ୟା ୩୧୧ ଏବଂ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୩୨୦ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ବୋଲି ଜଣାପଡିଛି ।

Leave A Reply

Your email address will not be published.