ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୮୩ ।

0 978

ଭୁବନେଶ୍ବର,ତା-୧୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୪,୨୨୭, ଚିକିତ୍ସିତ ସଂଖ୍ୟା ୨୨,୯୪୯ ମୃତ ସଂଖ୍ୟା ୧,୧୩୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୮୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୫,୯୪୪, ସୁସ୍ଥ ସଂଖ୍ୟା ୪୨,୧୯୨,ଚିକିତ୍ସିତ ସଂଖ୍ୟା ୩,୫୪୭ ଏବଂ ମୃତ ସଂଖ୍ୟା ୧୯୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୦୧୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮୩ ବୋଲି ଜଣାପଡିଛି ।

Leave A Reply

Your email address will not be published.