ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୬୧ ।

0 895

ଭୁବନେଶ୍ବର ,ତା-୧୬/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୮,୫୩୫, ଚିକିତ୍ସିତ ସଂଖ୍ୟା ୨୪,୪୫୭ ମୃତ ସଂଖ୍ୟା ୧,୧୦୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୫,୪୦୨, ସୁସ୍ଥ ସଂଖ୍ୟା ୪୧,୧୯୫,ଚିକିତ୍ସିତ ସଂଖ୍ୟା ୪,୦୧୧ ଏବଂ ମୃତ ସଂଖ୍ୟା ୧୮୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୧୩୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୧ ବୋଲି ଜଣାପଡିଛି ।

Leave A Reply

Your email address will not be published.