ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୬୪ ।

0 810

ଭୁବନେଶ୍ବର ,ତା-୧୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୯୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୦,୧୯୨, ଚିକିତ୍ସିତ ସଂଖ୍ୟା ୨୫,୬୩୫ ମୃତ ସଂଖ୍ୟା ୧,୦୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୪,୨୮୮, ସୁସ୍ଥ ସଂଖ୍ୟା ୩୯,୬୫୬,ଚିକିତ୍ସିତ ସଂଖ୍ୟା ୪,୪୪୩ ଏବଂ ମୃତ ସଂଖ୍ୟା ୧୭୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୨୭୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୩ ବୋଲି ଜଣାପଡିଛି ।

Leave A Reply

Your email address will not be published.