ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୭୫ ।

0 1,302

ଭୁବନେଶ୍ବର,ତା-୦୪/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୦,୫୫୪, ଚିକିତ୍ସିତ ସଂଖ୍ୟା ୧୩,୯୧୯ ମୃତ ସଂଖ୍ୟା ୧,୩୬୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୨୮୬, ସୁସ୍ଥ ସଂଖ୍ୟା ୪୭,୩୧୧,ଚିକିତ୍ସିତ ସଂଖ୍ୟା ୧,୭୨୯ ଏବଂ ମୃତ ସଂଖ୍ୟା ୨୩୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୭୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୫ ବୋଲି ଜଣାପଡିଛି ।

Leave A Reply

Your email address will not be published.