ଭୁବନେଶ୍ବର,ତା-୦୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୩,୨୧୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୭,୫୬୪, ଚିକିତ୍ସିତ ସଂଖ୍ୟା ୧୪,୨୫୭ ମୃତ ସଂଖ୍ୟା ୧,୩୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୯୭୯, ସୁସ୍ଥ ସଂଖ୍ୟା ୪୭,୦୨୩,ଚିକିତ୍ସିତ ସଂଖ୍ୟା ୧,୭୧୫ ଏବଂ ମୃତ ସଂଖ୍ୟା ୨୩୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୨ ବୋଲି ଜଣାପଡିଛି ।