ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୨୧ ।

0 1,046

ଭୁବନେଶ୍ବର,ତା-୦୧/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୧,୮୨୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୫,୭୪୯, ଚିକିତ୍ସିତ ସଂଖ୍ୟା ୧୪,୬୯୨ ମୃତ ସଂଖ୍ୟା ୧,୩୩୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୨୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୮୩୭, ସୁସ୍ଥ ସଂଖ୍ୟା ୪୬,୮୦୩,ଚିକିତ୍ସିତ ସଂଖ୍ୟା ୧,୭୯୪ ଏବଂ ମୃତ ସଂଖ୍ୟା ୨୩୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୭୦୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୧ ବୋଲି ଜଣାପଡିଛି ।

Leave A Reply

Your email address will not be published.