ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୭୦ ।

0 1,081

ଭୁବନେଶ୍ବର,ତା-୩୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୩,୮୩୮, ଚିକିତ୍ସିତ ସଂଖ୍ୟା ୧୪,୯୦୫ ମୃତ ସଂଖ୍ୟା ୧,୩୨୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୮୧୬, ସୁସ୍ଥ ସଂଖ୍ୟା ୪୬,୫୫୮,ଚିକିତ୍ସିତ ସଂଖ୍ୟା ୧,୮୧୯ ଏବଂ ମୃତ ସଂଖ୍ୟା ୨୨୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୭୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୦ ବୋଲି ଜଣାପଡିଛି ।

Leave A Reply

Your email address will not be published.