ଭୁବନେଶ୍ବର,ତା-୩୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୨,୦୩୮, ଚିକିତ୍ସିତ ସଂଖ୍ୟା ୧୫,୨୪୭ ମୃତ ସଂଖ୍ୟା ୧,୩୦୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୪୪୬, ସୁସ୍ଥ ସଂଖ୍ୟା ୪୬,୩୨୫,ଚିକିତ୍ସିତ ସଂଖ୍ୟା ୧,୮୮୫ ଏବଂ ମୃତ ସଂଖ୍ୟା ୨୨୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୪୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୯ ବୋଲି ଜଣାପଡିଛି ।