ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୨୨ ।

0 1,121

ଭୁବନେଶ୍ବର,ତା-୨୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୦,୧୩୦, ଚିକିତ୍ସିତ ସଂଖ୍ୟା ୧୫,୬୧୯ ମୃତ ସଂଖ୍ୟା ୧,୨୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୨୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୨୮୭, ସୁସ୍ଥ ସଂଖ୍ୟା ୪୬,୧୦୩,ଚିକିତ୍ସିତ ସଂଖ୍ୟା ୧,୯୫୧ ଏବଂ ମୃତ ସଂଖ୍ୟା ୨୨୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୧୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୨ ବୋଲି ଜଣାପଡିଛି ।

Leave A Reply

Your email address will not be published.