ଭୁବନେଶ୍ବର,ତା-୨୭/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୬,୧୦୫, ଚିକିତ୍ସିତ ସଂଖ୍ୟା ୧୬,୫୧୨ ମୃତ ସଂଖ୍ୟା ୧,୨୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭,୮୫୭, ସୁସ୍ଥ ସଂଖ୍ୟା ୪୫,୫୨୨,ଚିକିତ୍ସିତ ସଂଖ୍ୟା ୨,୧୦୬ ଏବଂ ମୃତ ସଂଖ୍ୟା ୨୧୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୪୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦୬ ବୋଲି ଜଣାପଡିଛି ।