ଭୁବନେଶ୍ବର,ତା-୨୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୬,୦୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୪,୯୧୩, ଚିକିତ୍ସିତ ସଂଖ୍ୟା ୧୯,୯୩୨ ମୃତ ସଂଖ୍ୟା ୧,୧୯୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୫୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୬,୯୯୨, ସୁସ୍ଥ ସଂଖ୍ୟା ୪୪,୦୪୬,ଚିକିତ୍ସିତ ସଂଖ୍ୟା ୨,୭୩୧ ଏବଂ ମୃତ ସଂଖ୍ୟା ୨୦୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୧୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫୪ ବୋଲି ଜଣାପଡିଛି ।