ଭୁବନେଶ୍ବର,ତା-୨୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୨,୧୯୭, ଚିକିତ୍ସିତ ସଂଖ୍ୟା ୨୦,୭୫୦ ମୃତ ସଂଖ୍ୟା ୧,୧୮୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୭୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୬,୭୩୮, ସୁସ୍ଥ ସଂଖ୍ୟା ୪୩,୪୬୦,ଚିକିତ୍ସିତ ସଂଖ୍ୟା ୩,୦୬୫ ଏବଂ ମୃତ ସଂଖ୍ୟା ୨୦୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୩୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭୩ ବୋଲି ଜଣାପଡିଛି ।