ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୨୦,୦୦୦ ପାର,ନୂତନ ସଂକ୍ରାମିତ ସଂଖ୍ୟା ୮୭୮ ।

0 738

ଭୁବନେଶ୍ବର ,ତା-୦୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୦,୩୩୧, ଚିକିତ୍ସିତ ସଂଖ୍ୟା ୨୯,୨୯୯, ମୃତ ସଂଖ୍ୟା ୫୩୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୭୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୬୧୮, ସୁସ୍ଥ ସଂଖ୍ୟା ୧୨,୭୧୮,ଚିକିତ୍ସିତ ସଂଖ୍ୟା ୭,୮୧୬ ଏବଂ ମୃତ ସଂଖ୍ୟା ୭୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୫୪୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୭୮ ବୋଲି ଜଣାପଡିଛି ।

Leave A Reply

Your email address will not be published.