ଭୁବନେଶ୍ବର,ତା-୨୮/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୭୩୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୪,୦୬୮, ଚିକିତ୍ସିତ ସଂଖ୍ୟା ୨,୭୫୩ ମୃତ ସଂଖ୍ୟା ୧,୮୬୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୬୪୩, ସୁସ୍ଥ ସଂଖ୍ୟା ୫୨,୧୦୪,ଚିକିତ୍ସିତ ସଂଖ୍ୟା ୨୦୮ ଏବଂ ମୃତ ସଂଖ୍ୟା ୩୨୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୩୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫ ବୋଲି ଜଣାପଡିଛି ।