ଭୁବନେଶ୍ବର,ତା-୨୦/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୨୩୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୧,୩୦୯, ଚିକିତ୍ସିତ ସଂଖ୍ୟା ୩,୦୩୫ ମୃତ ସଂଖ୍ୟା ୧,୮୩୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୩୯୧, ସୁସ୍ଥ ସଂଖ୍ୟା ୫୧,୭୯୧,ଚିକିତ୍ସିତ ସଂଖ୍ୟା ୨୭୭ ଏବଂ ମୃତ ସଂଖ୍ୟା ୩୧୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୭୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮ ବୋଲି ଜଣାପଡିଛି ।