ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୬ ।

0 1,333

ଭୁବନେଶ୍ବର,ତା-୧୫/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୩୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୯,୪୫୮, ଚିକିତ୍ସିତ ସଂଖ୍ୟା ୩,୦୬୩ ମୃତ ସଂଖ୍ୟା ୧,୮୧୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୧୫୭, ସୁସ୍ଥ ସଂଖ୍ୟା ୫୧,୫୫୬,ଚିକିତ୍ସିତ ସଂଖ୍ୟା ୩୦୧ ଏବଂ ମୃତ ସଂଖ୍ୟା ୩୧୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୦୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬ ବୋଲି ଜଣାପଡିଛି ।

Leave A Reply

Your email address will not be published.