ଭୁବନେଶ୍ବର,ତା-୦୮/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୬,୪୪୭, ଚିକିତ୍ସିତ ସଂଖ୍ୟା ୩,୬୨୯ ମୃତ ସଂଖ୍ୟା ୧,୭୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୯୧୦, ସୁସ୍ଥ ସଂଖ୍ୟା ୫୧,୨୫୧,ଚିକିତ୍ସିତ ସଂଖ୍ୟା ୩୪୫ ଏବଂ ମୃତ ସଂଖ୍ୟା ୩୦୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪ ବୋଲି ଜଣାପଡିଛି ।