ଭୁବନେଶ୍ବର,ତା-୩୦/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୭୨୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୧,୨୫୬, ଚିକିତ୍ସିତ ସଂଖ୍ୟା ୫,୬୭୭ ମୃତ ସଂଖ୍ୟା ୧,୭୩୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୫୨୬, ସୁସ୍ଥ ସଂଖ୍ୟା ୫୦,୭୯୭,ଚିକିତ୍ସିତ ସଂଖ୍ୟା ୪୨୩ ଏବଂ ମୃତ ସଂଖ୍ୟା ୨୯୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୧୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩ ବୋଲି ଜଣାପଡିଛି ।