ଭୁବନେଶ୍ବର,ତା-୨୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୮,୮୩୯, ଚିକିତ୍ସିତ ସଂଖ୍ୟା ୬,୬୨୯ ମୃତ ସଂଖ୍ୟା ୧,୭୧୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୪୧୪, ସୁସ୍ଥ ସଂଖ୍ୟା ୫୦,୫୪୫,ଚିକିତ୍ସିତ ସଂଖ୍ୟା ୫୭୧ ଏବଂ ମୃତ ସଂଖ୍ୟା ୨୮୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୯୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬ ବୋଲି ଜଣାପଡିଛି ।