ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୬୨ ।

0 1,215

ଭୁବନେଶ୍ବର,ତା-୨୪/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୫,୨୭୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୬,୭୨୬, ଚିକିତ୍ସିତ ସଂଖ୍ୟା ୬,୮୨୧ ମୃତ ସଂଖ୍ୟା ୧,୬୭୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୨୪୪, ସୁସ୍ଥ ସଂଖ୍ୟା ୫୦,୨୯୩,ଚିକିତ୍ସିତ ସଂଖ୍ୟା ୬୬୦ ଏବଂ ମୃତ ସଂଖ୍ୟା ୨୮୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୨ ବୋଲି ଜଣାପଡିଛି ।

Leave A Reply

Your email address will not be published.