ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୬୧ ।

0 1,034

ଭୁବନେଶ୍ବର,ତା-୨୧/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୩୪୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୩,୮୯୭, ଚିକିତ୍ସିତ ସଂଖ୍ୟା ୭,୭୪୮ ମୃତ ସଂଖ୍ୟା ୧,୬୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୦୫୬, ସୁସ୍ଥ ସଂଖ୍ୟା ୫୦,୦୬୯,ଚିକିତ୍ସିତ ସଂଖ୍ୟା ୭୪୬ ଏବଂ ମୃତ ସଂଖ୍ୟା ୨୭୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୭୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୧ ବୋଲି ଜଣାପଡିଛି ।

Leave A Reply

Your email address will not be published.