ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୭୦ ।

0 1,082

ଭୁବନେଶ୍ବର,ତା-୨୦/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୫୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୨,୭୯୬, ଚିକିତ୍ସିତ ସଂଖ୍ୟା ୮,୦୮୮ ମୃତ ସଂଖ୍ୟା ୧,୬୦୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୯୯୫, ସୁସ୍ଥ ସଂଖ୍ୟା ୪୯,୯୬୭,ଚିକିତ୍ସିତ ସଂଖ୍ୟା ୭୪୬ ଏବଂ ମୃତ ସଂଖ୍ୟା ୨୭୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୫୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୦ ବୋଲି ଜଣାପଡିଛି ।

Leave A Reply

Your email address will not be published.