ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୦୨ ।

0 1,113

ଭୁବନେଶ୍ବର,ତା-୧୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୦,୪୭୪, ଚିକିତ୍ସିତ ସଂଖ୍ୟା ୮,୮୧୮ ମୃତ ସଂଖ୍ୟା ୧,୫୭୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୭୯୯, ସୁସ୍ଥ ସଂଖ୍ୟା ୪୯,୭୭୬,ଚିକିତ୍ସିତ ସଂଖ୍ୟା ୭୪୩ ଏବଂ ମୃତ ସଂଖ୍ୟା ୨୭୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୨ ବୋଲି ଜଣାପଡିଛି ।

Leave A Reply

Your email address will not be published.