ଭୁବନେଶ୍ବର,ତା-୧୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୦୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୯,୧୫୯, ଚିକିତ୍ସିତ ସଂଖ୍ୟା ୯,୨୮୦ ମୃତ ସଂଖ୍ୟା ୧,୫୬୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୬୯୭, ସୁସ୍ଥ ସଂଖ୍ୟା ୪୯,୬୩୩,ଚିକିତ୍ସିତ ସଂଖ୍ୟା ୭୮୫ ଏବଂ ମୃତ ସଂଖ୍ୟା ୨୬୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩ ବୋଲି ଜଣାପଡିଛି ।