ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୭୪ ।

0 1,147

ଭୁବନେଶ୍ବର,ତା-୧୫/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮,୬୫୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୬,୫୧୬, ଚିକିତ୍ସିତ ସଂଖ୍ୟା ୧୦,୫୬୩ ମୃତ ସଂଖ୍ୟା ୧,୫୨୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୫୩୬, ସୁସ୍ଥ ସଂଖ୍ୟା ୪୯,୨୨୭,ଚିକିତ୍ସିତ ସଂଖ୍ୟା ୧,୦୩୨ ଏବଂ ମୃତ ସଂଖ୍ୟା ୨୬୭ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୫୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ବୋଲି ଜଣାପଡିଛି ।

Leave A Reply

Your email address will not be published.