ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୬୮ ।

0 1,035

ଭୁବନେଶ୍ବର,ତା-୧୪/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୯୦୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୫,୨୪୫, ଚିକିତ୍ସିତ ସଂଖ୍ୟା ୧୧,୦୯୮ ମୃତ ସଂଖ୍ୟା ୧,୫୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୪୬୪, ସୁସ୍ଥ ସଂଖ୍ୟା ୪୯,୦୮୧,ଚିକିତ୍ସିତ ସଂଖ୍ୟା ୧,୧୦୮ ଏବଂ ମୃତ ସଂଖ୍ୟା ୨୬୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୦୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୮ ବୋଲି ଜଣାପଡିଛି ।

Leave A Reply

Your email address will not be published.