ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୧୨ ।

0 1,138

ଭୁବନେଶ୍ବର,ତା-୧୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୨,୪୭୭, ଚିକିତ୍ସିତ ସଂଖ୍ୟା ୧୧,୯୭୩ ମୃତ ସଂଖ୍ୟା ୧,୪୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୩୧୧, ସୁସ୍ଥ ସଂଖ୍ୟା ୪୮,୭୯୩,ଚିକିତ୍ସିତ ସଂଖ୍ୟା ୧,୨୫୧ ଏବଂ ମୃତ ସଂଖ୍ୟା ୨୫୭ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୮୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧୨ ବୋଲି ଜଣାପଡିଛି ।

Leave A Reply

Your email address will not be published.