ଭୁବନେଶ୍ବର,ତା-୦୬/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮,୭୬୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୩,୫୩୩, ଚିକିତ୍ସିତ ସଂଖ୍ୟା ୧୩,୭୮୯ ମୃତ ସଂଖ୍ୟା ୧,୩୯୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୫୯୮, ସୁସ୍ଥ ସଂଖ୍ୟା ୪୭,୭୬୫,ଚିକିତ୍ସିତ ସଂଖ୍ୟା ୧,୫୮୧ ଏବଂ ମୃତ ସଂଖ୍ୟା ୨୪୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୯୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୩ ବୋଲି ଜଣାପଡିଛି ।