ଭୁବନେଶ୍ବର,ତା-୦୫/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୨,୦୭୩, ଚିକିତ୍ସିତ ସଂଖ୍ୟା ୧୩,୭୭୦ ମୃତ ସଂଖ୍ୟା ୧,୩୭୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୪୪୫, ସୁସ୍ଥ ସଂଖ୍ୟା ୪୭,୫୯୬,ଚିକିତ୍ସିତ ସଂଖ୍ୟା ୧,୬୦୦ ଏବଂ ମୃତ ସଂଖ୍ୟା ୨୩୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୯ ବୋଲି ଜଣାପଡିଛି ।