ଭୁବନେଶ୍ବର ,ତା-୦୬/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୦୦୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୦୬,୪୦୦, ଚିକିତ୍ସିତ ସଂଖ୍ୟା ୩୦,୬୧୦ ମୃତ ସଂଖ୍ୟା ୯୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୪୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୧,୧୫୦, ସୁସ୍ଥ ସଂଖ୍ୟା ୩୫,୦୭୮,ଚିକିତ୍ସିତ ସଂଖ୍ୟା ୫,୯୦୮ ଏବଂ ମୃତ ସଂଖ୍ୟା ୧୫୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୭୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪୮ ବୋଲି ଜଣାପଡିଛି ।