ଭୁବନେଶ୍ବର ,ତା-୦୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୦୨,୩୦୨, ଚିକିତ୍ସିତ ସଂଖ୍ୟା ୩୨,୦୫୧ ମୃତ ସଂଖ୍ୟା ୯୨୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୦୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୦,୭୦୨, ସୁସ୍ଥ ସଂଖ୍ୟା ୩୪,୩୭୪,ଚିକିତ୍ସିତ ସଂଖ୍ୟା ୬,୧୬୭ ଏବଂ ମୃତ ସଂଖ୍ୟା ୧୫୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୧୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୦୬ ବୋଲି ଜଣାପଡିଛି ।