ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୩୮ ।

0 559

ଭୁବନେଶ୍ବର ,ତା-୦୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୮,୧୯୪, ଚିକିତ୍ସିତ ସଂଖ୍ୟା ୩୩,୫୫୮ ମୃତ ସଂଖ୍ୟା ୯୦୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୩୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୦,୧୯୬, ସୁସ୍ଥ ସଂଖ୍ୟା ୩୩,୬୫୩,ଚିକିତ୍ସିତ ସଂଖ୍ୟା ୬,୩୮୪ ଏବଂ ମୃତ ସଂଖ୍ୟା ୧୪୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୨୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୩୮ ବୋଲି ଜଣାପଡିଛି ।

Leave A Reply

Your email address will not be published.