ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୫୬୧ ।

0 716

ଭୁବନେଶ୍ବର ,ତା-୦୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୪,୧୨୮, ଚିକିତ୍ସିତ ସଂଖ୍ୟା ୩୪,୩୧୪ ମୃତ ସଂଖ୍ୟା ୮୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୬୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୯,୫୫୮, ସୁସ୍ଥ ସଂଖ୍ୟା ୩୩,୦୦୫,ଚିକିତ୍ସିତ ସଂଖ୍ୟା ୬,୩୯୭ ଏବଂ ମୃତ ସଂଖ୍ୟା ୧୪୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୫୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬୧ ବୋଲି ଜଣାପଡିଛି ।

Leave A Reply

Your email address will not be published.