ଭୁବନେଶ୍ବର ,ତା-୨୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୧,୦୪୪, ଚିକିତ୍ସିତ ସଂଖ୍ୟା ୩୯,୨୩୨ ମୃତ ସଂଖ୍ୟା ୭୬୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୨୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୧୭୮, ସୁସ୍ଥ ସଂଖ୍ୟା ୨୭,୫୧୬,ଚିକିତ୍ସିତ ସଂଖ୍ୟା ୬,୫୩୩ ଏବଂ ମୃତ ସଂଖ୍ୟା ୧୧୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୨୫ ବୋଲି ଜଣାପଡିଛି ।