ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୫୧୭ ।

0 459

ଭୁବନେଶ୍ବର ,ତା-୧୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୨,୦୨୪, ଚିକିତ୍ସିତ ସଂଖ୍ୟା ୩୫,୯୨୮, ମୃତ ସଂଖ୍ୟା ୬୪୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୧୭ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୨୭୧, ସୁସ୍ଥ ସଂଖ୍ୟା ୨୦,୧୬୯,ଚିକିତ୍ସିତ ସଂଖ୍ୟା ୬,୯୯୮ ଏବଂ ମୃତ ସଂଖ୍ୟା ୯୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୪୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୧୭ ବୋଲି ଜଣାପଡିଛି ।

Leave A Reply

Your email address will not be published.