ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୫୩୫ ।

0 584

ଭୁବନେଶ୍ବର ,ତା-୦୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୯,୩୯୮, ଚିକିତ୍ସିତ ସଂଖ୍ୟା ୩୧,୩୬୨, ମୃତ ସଂଖ୍ୟା ୫୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୩୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୭୧୭, ସୁସ୍ଥ ସଂଖ୍ୟା ୧୪,୯୪୭,ଚିକିତ୍ସିତ ସଂଖ୍ୟା ୭,୬୮୩ ଏବଂ ମୃତ ସଂଖ୍ୟା ୭୭ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୯୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୩୫ ବୋଲି ଜଣାପଡିଛି ।

Leave A Reply

Your email address will not be published.