ଭୁବନେଶ୍ବର,ତା-୧୫/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୯୪୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୮୩୨, ଚିକିତ୍ସିତ ସଂଖ୍ୟା ୨,୧୬୬ ମୃତ ସଂଖ୍ୟା ୧,୮୯୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୭ ସହିତ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୧୬, ସୁସ୍ଥ ସଂଖ୍ୟା ୫୨,୪୬୦,ଚିକିତ୍ସିତ ସଂଖ୍ୟା ୧୧୩ ଏବଂ ମୃତ ସଂଖ୍ୟା ୩୩୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୭ ବୋଲି ଜଣାପଡିଛି ।