ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୨ ।

0 1,122

ଭୁବନେଶ୍ବର,ତା-୧୪/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୬୨୨, ଚିକିତ୍ସିତ ସଂଖ୍ୟା ୨,୧୯୨ ମୃତ ସଂଖ୍ୟା ୧,୮୯୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨ ସହିତ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୦୯, ସୁସ୍ଥ ସଂଖ୍ୟା ୫୨,୪୪୪,ଚିକିତ୍ସିତ ସଂଖ୍ୟା ୧୨୩ ଏବଂ ମୃତ ସଂଖ୍ୟା ୩୩୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୨ ବୋଲି ଜଣାପଡିଛି ।

Leave A Reply

Your email address will not be published.