ଭୁବନେଶ୍ବର,ତା-୧୨/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୨୭୧, ଚିକିତ୍ସିତ ସଂଖ୍ୟା ୨,୧୧୩ ମୃତ ସଂଖ୍ୟା ୧,୮୯୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫ ସହିତ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୮୮୪, ସୁସ୍ଥ ସଂଖ୍ୟା ୫୨,୪୨୦,ଚିକିତ୍ସିତ ସଂଖ୍ୟା ୧୨୪ ଏବଂ ମୃତ ସଂଖ୍ୟା ୩୩୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫ ବୋଲି ଜଣାପଡିଛି ।