ଭୁବନେଶ୍ବର,ତା-୦୯/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୬୦୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୭,୫୩୪, ଚିକିତ୍ସିତ ସଂଖ୍ୟା ୨,୧୨୪ ମୃତ ସଂଖ୍ୟା ୧,୮୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୮୪୯, ସୁସ୍ଥ ସଂଖ୍ୟା ୫୨,୩୭୩,ଚିକିତ୍ସିତ ସଂଖ୍ୟା ୧୩୮ ଏବଂ ମୃତ ସଂଖ୍ୟା ୩୨୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୦୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୮ ବୋଲି ଜଣାପଡିଛି ।