ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୪ ।

0 1,248

ଭୁବନେଶ୍ବର,ତା-୦୪/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୬,୨୦୯, ଚିକିତ୍ସିତ ସଂଖ୍ୟା ୨,୩୪୫ ମୃତ ସଂଖ୍ୟା ୧,୮୮୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୭୬୬, ସୁସ୍ଥ ସଂଖ୍ୟା ୫୨,୩୧୦,ଚିକିତ୍ସିତ ସଂଖ୍ୟା ୧୨୦ ଏବଂ ମୃତ ସଂଖ୍ୟା ୩୨୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪ ବୋଲି ଜଣାପଡିଛି ।

Leave A Reply

Your email address will not be published.