ଭୁବନେଶ୍ବର,ତା-୦୩/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୫,୯୬୫, ଚିକିତ୍ସିତ ସଂଖ୍ୟା ୨,୪୦୮ ମୃତ ସଂଖ୍ୟା ୧,୮୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୭୫୨, ସୁସ୍ଥ ସଂଖ୍ୟା ୫୨,୨୭୭,ଚିକିତ୍ସିତ ସଂଖ୍ୟା ୧୩୯ ଏବଂ ମୃତ ସଂଖ୍ୟା ୩୨୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦ ବୋଲି ଜଣାପଡିଛି ।