ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଦେଶୀ ମଦ ଜବତ ।

0 229

ଖୋର୍ଦ୍ଧା,୨୧/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲାର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗର ମୋବାଇଲ ୟୁନିଟ ଦ୍ୱାରା ନାଚୁଣୀ ଛୋଟରାୟପୁରରେ ଓ ବାଲୁଙ୍ଗା ରେ ମଧ୍ୟ ଚଢ଼ାଉ କରି ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଦେଶୀ ମଦ ଜବତ କରାଯାଇଥିଲା,ଏଥିସହିତ ଗୋଟେ ଆଇଚର ଗାଡ଼ି ଓ ୭୦୯ ଟ୍ରକ୍ ଜବତ କରିଛି ସେହିଥିରେ ପ୍ରାୟ ୮୦୦ ପେଟିରୁ ଉର୍ଦ୍ଧ୍ବ ମଦ ଜବତ ହୋଇଛି ଏବଂ ଜଣେ ସଂପୃକ୍ତ ଆସାମୀକୁ ଗିରଫ କରିବା ସହ ଛାନ୍ ଭିନ୍ ତଦନ୍ତ ଜାରି ରଖିଛି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.