କ୍ରାଇମବ୍ରାଞ୍ଚ ସହାୟତାରେ ପିହୁର ଉଦ୍ଧାର କରାଯିବ ।

0 435

ଯାଜପୁୁୁର,୧୬/୧୨(ପିପିଟି) : କ୍ରାଇମବ୍ରାଞ୍ଚ ସହାୟତାରେ ପିହୁର ଉଦ୍ଧାର କରାଯିବ। ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବିିିଜନନ ମଧୁସୂଦନପୁରର ନିଖୋଜ ଶିଶୁ କନ୍ୟା ପିହୁ ନିଖୋଜ ରହିଛି। ପିହୁର ଗାଁ ପରିଦର୍ଶନ କରି ଏହା କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ପିହୁର ଉଦ୍ଧାର ପାଇଁ ଗୃହ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିବେ ବୋଲି ସେ ଦେଇଛନ୍ତି। ଯାଜପୁର ସର୍କିଟ୍‌ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲାର ଶିଶୁ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ । ବୈଠକ ପରେ ସେ ପିହୁର ଗାଁକୁ ଯାଇ ପରିବାରବର୍ଗଙ୍କୁ ଭେଟିଥିଲେ।

Leave A Reply

Your email address will not be published.