କରୋନାକୁ ହରାଇ ବିଜୟୀ ନିଶ୍ଚିତ ହେବା ।

0 283

ପଟ୍ଟାମୁଣ୍ଡାଇ,୨୮/୧୦(ପିପିଟି);ତନୂପୁର ଗ୍ରାମରେ ଭେଙ୍କେଟେଶ୍ବର ସ୍କୁଲ, ପଟ୍ଟାମୁଣ୍ଡାଇ ତରଫରୁ କରୋନା ବିରୁଦ୍ଧରେ ସଚେତନତା ତଥା କାଢ଼ା ପ୍ରସ୍ତୁତି ଓ ଔଷଧ Arsenicum Album 30C ବଣ୍ଟନ କରାଯାଇଛି ।ସ୍କୁଲର ନିର୍ଦ୍ଦେଶକ ସଂଜୟ କୁମାର ସାହୁ, ଅଧକ୍ଷ ପ୍ରତାପ କୁମାର ବିଶ୍ବାଳ, ଅମିତ୍ ପତ୍ର, ସୁହାସିନି ନାୟକ, ନମିତା ସୁତାର, ନିକିତାଶା ଖଣ୍ଡାୟୀ, ବାନଯାବାସିନି ପରିଡ଼ା, ଦିପ୍ତିମୟୀ ବେହେରା ପ୍ରଭୃତି ପରିଚାଳନା କରିଥିଲେ। ତଥା ସ୍ଥାନୀୟ ବାସିନ୍ଦା ଅକ୍ଷୟ ପାତ୍ର, ସୁଶାନ୍ତ ତରାଇ, ବୁଲୁ ସାହୁ ପ୍ରଭୃତି ଏହି କରୋନା ସଚେତନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.