କବିସୂର୍ଯ୍ଯ ନଗର ପୋଲିସ୍ ପକ୍ଷରୁ କୋଭିଡ୍ ୧୯ ସମ୍ପର୍କିତ ସଚେତନ ରାଲି ।

0 752

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୨୮/୦୫,କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ କୋଭିଡ୍ ୧୯ ସମ୍ପର୍କିତ ସଚେତନତା ରାଲି ଥାନା ଅଧିକାରୀ ପ୍ରଭାତ ସାହୁଙ୍କ ନେତୃତ୍ୱରେ କରାଯାଇ ,ମାସ୍କ ବ୍ୟବହାର, ନିୟମିତ ହାତ ଧୋଇବା, ଲକ ଡାଉନ ନିୟମ ପାଳନ କରିବା, ଘରୁ ବିନା କାରଣରେ ପଦାକୁ ନ ବାହାରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ବିନା କାରଣରେ ଗହଳି ନକରିବା ପାଇଁ  ଲୋକଙ୍କୁ ସଚେତନ କରାଇଥିଲେ ।

Leave A Reply

Your email address will not be published.