କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା ।

0 264

କନ୍ଧମାଳ,୦୨/୦୮.(ପିପିଟି): କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି । ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ଯ ତୁଲାଇ ଆସୁଥିଲେ । ବ୍ଯକ୍ତିଗତ କାରଣରୁ ସେ ସଭାପତି ପଦରୁ ଇସ୍ତପା ପତ୍ର ଦେଇଛନ୍ତି । ଏହି ଇସ୍ତଫାପତ୍ର ସୋମବାର ରାଜ୍ଯ କଂଗ୍ରସ ସଭାପତି ୟସିର୍ ନୱାଜ୍ ଙ୍କୁ ପ୍ରଦାନ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.