କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୮ ।

0 293

ଫୁଲବାଣୀ,୧୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୯,୨୦୬, ଚିକିତ୍ସିତ ସଂଖ୍ୟା ୧୭,୫୩୪, ମୃତ ସଂଖ୍ୟା ୩୩୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୯୯, ସୁସ୍ଥ ସଂଖ୍ୟା ୭୮୧,ଚିକିତ୍ସିତ ସଂଖ୍ୟା ୫୧୨ ଏବଂ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୯୬ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୮ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.