ଫୁଲବାଣୀ ,ତା-୦୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୨,୨୬,୩୩୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୦,୦୮୦, ଚିକିତ୍ସିତ ସଂଖ୍ୟା ୩୫,୩୨୬, ମୃତ ସଂଖ୍ୟା ୮୭୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୭ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୬୪୫, ସୁସ୍ଥ ସଂଖ୍ୟା ୩,୯୩୯,ଚିକିତ୍ସିତ ସଂଖ୍ୟା ୬୮୩ ଏବଂ ମୃତ ସଂଖ୍ୟା ୨୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୦୦ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୭ ବୋଲି ଜଣାପଡିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)